
Tags Archives
1 post(s) in introverted story
କଥାବାର୍ତ୍ତା
- ଗୁରୁଜୀ, ଇଏ ହେଉଛି ଇଲିଓନର । ମୋ ସାଙ୍ଗ ଯାହା ବିଷୟରେ ଆମେ ଫୋନ୍ରେ କଥା ହଉଥିଲେ । ସିଏ ଆମ ସହିତ ଏଇଠି ରହିବ କିଛିଦିନ । Elen, he is Gurujee, my brother in law, Bapujee’s cousin.
ଘରେ ପଶୁ ପଶୁ ରିନା ଯେତେବେଳେ ତା’ ସାଙ୍ଗକୁ ଚିହ୍ନେଇଥିଲା ସବୁଥର ପରି ମୁଁ ଜାଣିପାରି ନଥିଲି କଣ କରିବି । କେଉଁ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରିବି । ବିଦେଶୀ ଢଙ୍ଗରେ ...
Recent Comments