Categories Archives

3 post(s) in Published Articles

ସ୍ୱର୍ଗର ଫୁଲ – ଅର୍କିଡ଼ ଫୁଲ

ଆମକୁ ଆଶ୍ଚର୍ଯ୍ୟଚକିତ କରିଦେବା ପରି ଅନେକ ଉପାଦାନ ସୃଷ୍ଠି କରିଛି ପ୍ରକୃତି, କିନ୍ତୁ ଆମେ କେବଳ ଜନ୍ତୁ ଓ ଜଳପ୍ରପାତ ପଛରେ ଧାଇଁ କେବେ ସେ ସବୁକୁ ଧ୍ୟାନ ଦେଉନାହିଁ । ପ୍ରକୃତିର ସେଇପରି ଏକ ସୁନ୍ଦର, ବିରଳ, ଅଦ୍ଭୁତ ସୃଷ୍ଠି ହେଉଛି ଅର୍କିଡ଼ ବା ରାସ୍ନା । କେଉଁ ଘଞ୍ଚ ଅରଣ୍ୟ, ପର୍ବତ ବା ବନାଞ୍ଚଳକୁ ବୁଲିବାକୁ ଯାଇଥିବା ବେଳେ କୌଣସି ଗଛର ଗଣ୍ଡି ବା ଡାଳ ସନ୍ଧିରୁ ଯେଉଁ ଛୋଟବଡ଼ ଆକାରର ବୁଦାଳିଆ ଉଦ୍ଭିଦଟିଏ ...
Joranda Fall in Rain

ପକ୍ଷୀଙ୍କ ସ୍ୱର୍ଗ – ଶିମିଳିପାଳ

ଶିମିଳିପାଳର ରହସ୍ୟମୟୀ ରାତିରେ Collared Scop Owl, Brown Fish Owl ପେଚାଙ୍କ ହୁଟ୍‌ହୁଟ୍‌, Nightjar (ଭୁଇଁଛାପୁଲି) ର ଚୁକ୍‌ଚୁକ୍‌, Jungle Bush Quail (ଗୁଣ୍ଡୁରି) ର ହୁଇହୁଇ ସହ ମଝିରେ ମଝିରେ Indian Peafowl (ମୟୁର) ଝିଙ୍କାରୀଙ୍କ ଡ଼ାକ ଶୁଣି କିଛି ସମୟ ଶୋଇ ପଡିଲେ ଦିନଯାକର ସବୁ ହାଲିଆ ମେଣ୍ଟିଯାଏ । ଯଦି ବି ମେଣ୍ଟିନଥାଏ ତାହେଲେ ସକାଳର ଦୃଶ୍ୟ ଦେଖି ମଣିଷ ନିଜକୁ ଆଉ ଆୟତରେ ରଖିପାରେନାହିଁ । କାରଣ ସୂର୍ଯ୍ୟର ପ୍ରଥମ ...

ଭିତରକନିକାର ମାଛରଙ୍କା

ପିଲାବେଳେ ଆମ ଘରକୁ ଲାଗି ଗୋଟିଏ ବିରାଟ ବଡ଼ ପୋଖରୀ ଥିଲା । ପୋଖରୀରେ ପ୍ରବଳ ମାଛଥିଲେ ଓ ପୋଖରୀ ଚାରିପଟେ ପ୍ରବଳ ଗଛ । ମୁଁ ଛୁଆଥିଲାବେଳେ ଯେତେବେଳେ ଖାଇବାକୁ ହଇରାଣ କରେ, ଜେଜେମା' ମତେ କାଖକରି ପୋଖରୀ ପାଖକୁ ନେଇଯାଏ ଓ ଗଛରେ ବସିଥିବା ମାଛରଙ୍କା ଚଢେଇକୁ ଦେଖାଏ । "ହେଇ ଗଲା ଗଲା, ମାଛରଙ୍କା ମାଛକୁ ଧରିଲା' - ମାଛରଙ୍କା ଚଢେଇ ଖପ୍‌କିନା ଯେତେବେଳେ ପାଣିରେ ବୁଡିକି ମାଛ ଧରି ଉଡିଯାଏ, ଜେଜେମା' ...